ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା ଏନସିବି

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଦୀର୍ଘ ପଚରାଉଚରା ପରେ ଅଭିନେତା ଅରମାନ କୋହଲିଙ୍କୁ ଏନସିବି ଗିରଫ କରିଛି। ଶନିବାର ସନ୍ଧ୍ୟାରେ ଏନସିବି ଅରମାନ କୋହଲିଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏନସିବି ମୁତାବକ, ଅରମାନଙ୍କୁ ସାମ୍ନାସାମ୍ନୀ ବସାଇ ପଚରାଉଚରା କରାଯିବ। ଏଥିସହିତ ଏହି ଘଟଣାରେ ବଲିଉଡର ଆଉ କିଏ କିଏ ସାମିଲ ଅଛନ୍ତି ତାହାକୁ ନେଇ ବି ତଦନ୍ତ କରାଯିବ। ଏଥିପାଇଁ … Continue reading ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା ଏନସିବି